ମଧୁମେହ ରୋଗୀ ଖାଇପାରିବେ କି ଆମ୍ବ?
ମଧୁମେହ ରୋଗୀ ଖାଇପାରିବେ କି ଆମ୍ବ?
ସବୁ ଫଳରେ ଆମ୍ବକୁ ରାଜା ଫଳ ବୋଲି କୁହାଯାଏ
Your Page!
ଛୋଟରୁ ବଡ଼ ସମସ୍ତଙ୍କ ପସନ୍ଦ ଆମ୍ବ
Your Page!
ମଧୁମେହ ରୋଗୀ ମଧ୍ୟ ଆମ୍ବ ଖାଇପାରିବେ
Your Page!
ଖାଇବା ପୂର୍ବରୁ କିଛି ନିୟମ ଓ ଶୈଳୀ ବିଷୟରେ ଜାଣିବା ଅତ୍ୟନ୍ତ ଜରୁରୀ
Your Page!
ତା’ହାଲେ ଆସନ୍ତୁ ଜାଣିବା କ’ଣ ରହିଛି ଆମ୍ବ ଖାଇବାର ଶୈଳୀ
ଆମ୍ୱର ମଧୁରତା ଏବଂ ସ୍ୱାଦ ପାଇଁ ଏହା ଲୋକପ୍ରିୟ
ରକ୍ତରେ ଗ୍ଲୁକୋଜର ସ୍ତର ସ୍ଥିର ଅଛି ତେବେ ଆପଣ ଆମ୍ବ ଖାଇପାରିବେ
ଅଧିକ ରସ ଥିବା ଆମ୍ବ ଖାଆନ୍ତୁ, କାରଣ ଏଥିରେ ଥିବା ଶର୍କରା ଶୀଘ୍ର ରକ୍ତରେ ମିଶି ନ ଥାଏ।
ଆମ୍ବକୁ କେବେ ରାତିରେ ଖାଆନ୍ତୁ ନାହିଁ।
Heading 3
ଚେଷ୍ଟା କରନ୍ତୁ ଏହାକୁ ସକାଳ ଜଳଖିଆ ପରେ କିମ୍ବା ଦ୍ୱିପହର ଖାଇବା ସମୟରେ ଖାଇବା ପାଇଁ।