ସୁନାବେଡ଼ାରେ ବାଘ ଆକ୍ରମଣ

ମହାବଳ ନୁହେଁ କଲରାପତରିଆ ବାଘ ଆକ୍ରମଣରେ ଯାଇଛି ମହିଳାଙ୍କ ଜୀବନ । 

ଏ ନେଇ ସ୍ପଷ୍ଟ କରିଛନ୍ତି ପିସିସିଏଫ । ଏଥିସହ କହିଛନ୍ତି ଯେ, 'ବାଘ ଉପରେ ନଜର ରହିଛି, ଲୋକଙ୍କୁ ସତର୍କ କରାଯାଇଛି' ।

ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ (sunabeda Sanctuary) ଭିତରେ ଥିବା ଗାଁର ଜଣେ ବୃଦ୍ଧାଙ୍କୁ ବାଘ ମାରି ଦେଇଛି ।

ଯାହାକୁ ନେଇ ଅଭୟାରଣ୍ୟ ବାସିନ୍ଦାଙ୍କ ଭିତରେ ଆତଙ୍କ ଖେଳିଯାଇଛି । 

ରବିବାର (sunday) ଅପରାହ୍ନରେ ସୁନାବେଡ଼ା ଅଭୟାରଣ୍ୟ ଭିତରେ ଥିବା ଡଲମଡେଇ ଗାଁର ୬୫ ବର୍ଷୀୟା ସାନମତି ବାରିକ ଘର ପାଖ ଜଙ୍ଗଲ (forest) ଭିତରକୁ କାଠ ସଂଗ୍ରହ ପାଇଁ ଯାଇ ଆଉ ଫେରି ନ ଥିଲେ ।

Your Page!

ଗାଁ ଲୋକେ ରାତିରେ ଜଙ୍ଗଲ ଭିତରେ ଖୋଜାଖୋଜି କରିବା ପରେ ସାନମତିଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ ।

ଶରୀରରେ ଥିବା କ୍ଷତ ଚିହ୍ନ ଓ ଖଣ୍ଡବିଖଣ୍ଡିତ ଅଂଶକୁ ଦେଖି, ବାଘ ଆକ୍ରମଣରେ ସାନମତିଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ କହିଛନ୍ତି ।

ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ (sunabeda Sanctuary) ଭିତରେ ଥିବା ଗାଁର ଜଣେ ବୃଦ୍ଧାଙ୍କୁ ବାଘ ମାରି ଦେଇଛି ।

ମହିଳାଙ୍କୁ ମାରିଛି କଲରାପତରିଆ ବାଘ- ପିସିସିଏଫ

ଯାହାକୁ ନେଇ ଅଭୟାରଣ୍ୟ ବାସିନ୍ଦାଙ୍କ ଭିତରେ ଆତଙ୍କ ଖେଳିଯାଇଛି ।