ନିକଟରେ ମୃତ୍ୟୁ ବରଣ କରିଥିବା କଳାକାର
ନିକଟରେ ପିଣ୍ଟୁ ନନ୍ଦଙ୍କର ଦେହାନ୍ତ ହୋଇଛି
ପିଣ୍ଟୁ ନନ୍ଦ ଜଣେ ଚର୍ଚ୍ଚିତ କଳାକାର ଥିଲେ
ବିଜୟ ଅନେକ ବର୍ଷ ଧରି ଅସୁସ୍ଥ ଥିଲେ ।
ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା
କିଛିଦିନ ତଳେ ମିହିର ଦାସଙ୍କ ପରଲୋକ ହୋଇଥିଲା
ଓଲିଉଡ୍ର କାକା ଭାବେ ପରିଚିତ ମିହିର
ପିଲା ବେଳେ କଳା ପ୍ରତି ତାଙ୍କର ଦୁର୍ବଳତା ଥିଲା।
ଓଡିଆ ଚଳଚିତ୍ର ଜଗତର ଲୋକପ୍ରିୟ କଳାକାର ରାଇମୋହନ
ରାଇମୋହନ ଗତ ବର୍ଷ ଆତ୍ମହତ୍ୟା କରିଥିଲେ । ସେ ୭୦ରୁ ଅଧିକ ଓଡ଼ିଆ ସିନେମା କରିଛନ୍ତି
ଦୀର୍ଘ ବର୍ଷ ଧରି ଅସୁସ୍ଥ ପରେ ମୃତ୍ୟୁ ବରଣ କରିଥିଲେ ମୀନ କେତନ
ଦୀର୍ଘ ବର୍ଷ ଧରି ଅସୁସ୍ଥ ପରେ ମୃତ୍ୟୁ ବରଣ କରିଥିଲେ ମୀନ କେତନ