ଆଜି ରାଜଧାନୀର ୭୫ତମ ପ୍ରତିଷ୍ଠା ଦିବସ
୭୫ ବର୍ଷ ତଳେ ଭୁବନେଶ୍ୱରକୁ ରାଜଧାନୀର ମାନ୍ୟତା ମିଳିଥିଲା
କଟକରୁ ଭୁବନେଶ୍ବରକୁ ରାଜଧାନୀ ସ୍ଥାନାନ୍ତର ହୋଇଥିଲା
ଏପ୍ରିଲ ୧୩ ତାରିଖ ୧୯୪୮ରେ ଭୁବନେଶ୍ବରକୁ ମିଳିଥିଲା ରାଜଧାନୀର ମାନ୍ୟତା
ସମଗ୍ର ଦେଶରେ ଭୁବନେଶ୍ବରର ଐତିହ୍ୟ ଓ ସଂସ୍କୃତି ସହିତ ଆର୍ଥିକ ସ୍ଥିତି ବେଶ୍ ଉତ୍କୃଷ୍ଟ ଥିଲା
କିଛି ଗାଁ ଓ ୧୫ ହଜାର ଲୋକଙ୍କୁ ନେଇ ଆରମ୍ଭ ହୋଇଥିଲା ଭୁବନେଶ୍ବର
ରାଜଧାନୀ ଭୁବନେଶ୍ବରକୁ ଏକ ସୁନ୍ଦର ସହର
ଭୁବନେଶ୍ବରର ବିକାଶରେ ମଧ୍ୟ କୌଣସି କ୍ଷେତ୍ରରେ ପଛରେ ପଡ଼ିନାହିଁ
୧୯୪୬ ମସିହାରେ ଜର୍ମାନର ପ୍ଲାନର ଅଟୋ କଏନ୍ସ ବର୍ଗର ନକ୍ସା ପ୍ରସ୍ତୁତ କରିଥିଲେ
ପ୍ରତିଷ୍ଠା ପରଠାରୁ ପଛକୁ ଦେଖିନି ରାଜଧାନୀ ଭୁବନେଶ୍ବର
୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ ଭୁବନେଶ୍ବରକୁ ରାଜଧାନୀ ଭାବେ ମିଳିଥିଲା ସ୍ବୀକୃତି।