trump-decision-worries-china-1ad-2811-ad

  • 00:56 AM November 29, 2020
  • trending NEWS18ODIA
Share This :

ଯାଉଁ ଯାଉଁ ଟ୍ରମ୍ପ୍‌ ଏମିତି ନିଷ୍ପତ୍ତି ନେଲେ ଯେ ଜିନ୍‌ପିଙ୍ଗ୍‌ଙ୍କ ଚିନ୍ତା ବଢ଼ିଗଲା

ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଫଗାନିସ୍ତାନରେ ମୁତୟନ ହୋଇଥିବା ଆମେରିରୀୟ ସେନାର ସଂଖ୍ୟାକୁ ଅଧା କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେଇଥି ପାଇଁ ଚୀନର ଚିନ୍ତା ଅନେକ ବଢ଼ିଯାଇଛି ।