ହୋମ୍ » ଭିଡିଓ » ଓଡ଼ିଶା

ଅଧ୍ୟାପିକା ଦୁଷ୍କର୍ମ, ଆତ୍ମହତ୍ୟା: ଆଇଆଇସି, ଏସ୍‌ଆଇ ସସପେଣ୍ଡ୍‌; ତିନି ଗିରଫ

ଟ୍ରେଣ୍ଡିଙ୍ଗ | 6:58 PM IST Dec 2, 2019

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଅଧ୍ୟାପିକାଙ୍କ ସହ ଦୁଷ୍କର୍ମ ପରେ ତାଙ୍କ ଆତ୍ମହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି । ବଦଳି ପରେ ଝାରପୋଖରିଆ ଆଇଆଇସି ଶରତ ମହାଳିକଙ୍କୁ ସସପେଣ୍ଡ କରିଛନ୍ତି ଏସ୍‌ପି । ଏଥି ସହ ଏସ୍‌ଆଇ ପ୍ରଶାନ୍ତ ସ୍ବାଇଁଙ୍କୁ ମଧ୍ୟ କରାଯାଇଛି ନିଲମ୍ବନ । ମୁଖ୍ୟ ଅଭିଯୁକ୍ତଙ୍କ ସମେତ ତିନି ଜଣଙ୍କୁ ଗିରଫ କରିଛି ପୋଲିସ । ତେବେ ଏ ଘଟଣା ପାଇଁ ପୋଲିସର ଅବହେଳାକୁ ସଂପୂର୍ଣ୍ଣ ଦାୟୀ କରିଛନ୍ତି ମୃତ ଅଧ୍ୟାପିକାଙ୍କ ପରିବାର ।

ତାଜା ଲାଇଭ ଟିଭି