ପୋଷା କୁକୁରର ମହାନତା: ନିଜେ ମଲା, କିନ୍ତୁ ମାଲିକର ନାତି ଓ ନାତୁଣୀକୁ ବଞ୍ଚାଇଲା
ଜଟଣୀ ଜାଅଁ।ଳା ଅଞ୍ଚଳର ପରିବାର ନିଜ ପୋଷା କୁକୁର ଲାଡେନକୁ ହରାଇ ମର୍ମାହତ । ବିଷଧର ନାଗ ସହିତ ଲଢ଼ି ଦୁଇ ପିଲାଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇ ନିଜ ଜୀବନ ଦେଇଥିବାରୁ ଲାଡେନକୁ ଭୁଲି ପାରିବନି ଏଇ ପରିବାର ।