ଧନୁଯାତ୍ରା: ଆରମ୍ଭ ହେଲା ବରଗଡ଼ର ବିଶ୍ବପ୍ରସିଦ୍ଧ ଧନୁଯାତ୍ରାର ଆଦ୍ୟ ପର୍ବ
ବହୁ ପ୍ରତୀକ୍ଷିତ ଅପେକ୍ଷା ଅନ୍ତ କରି ଆରମ୍ଭ ହୋଇଛି ବରଗଡ଼ର ବିଶ୍ବପ୍ରସିଦ୍ଧ ଧନୁଯାତ୍ରାର ଆଦ୍ୟ ପର୍ବ । ଏଥିପାଇଁ ପ୍ରଚାର ପ୍ରସାର କିମିଟି ପକ୍ଷରୁ ଚାଲିଛି ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ।