odisha »

mumbai-safe-journey-in-local-trains-yamraj-campaign

  • 18:01 PM November 07, 2019
  • odisha NEWS18ODIA
Share This :

ମୁମ୍ବାଇରେ ସୁରକ୍ଷିତ ଟ୍ରେନ୍‌ ଯାତ୍ରା ପାଇଁ ଯମରାଜଙ୍କ ସନ୍ଦେଶ

ମୁମ୍ବାଇରେ ବିପଦପୂର୍ଣ୍ଣ ଭାବେ ରେଳ ଟ୍ରାକ ପାରି କରିବାକୁ ରୋକିବା ପାଇଁ ମୁମ୍ବାଇ ରେଲୱେ ପକ୍ଷରୁ ଚାଲିଥିବା ଅଭିଯାନର ଦାୟିତ୍ବ ଯମରାଜଙକୁ ହସ୍ତାନ୍ତର କରାଯାଇଛି । ଲୋକାଲ ଟ୍ରେନର ଯାତ୍ରୀମାନଙ୍କୁ ସୁରକ୍ଷିତ ଯାତ୍ରା ସଂପର୍କରେ ସଚେତନ କରୁଛନ୍ତି ଯମରାଜ । ଏମଏସଏଫ୍ କନଷ୍ଟେବଳ ଅଜିତ କାମ୍ବଲେ ଯମରାଜ ବେଶରେ ଲୋକଙ୍କୁ ସଚେତନ କରିବାରେ ଲାଗି ପଡ଼ିଛନ୍ତି ।