ହୋମ୍ » ଭିଡିଓ » ଓଡ଼ିଶା

ଚା଼ଲ ବୁଲିଯିବା ବାଲିଯାତ୍ରା: ଉତ୍ସବର ତୃତୀୟ ସଂଧ୍ୟାରେ ମୁଖ୍ୟ ଆକର୍ଷଣ ଖାଦ୍ୟ ମେଳା

ଟ୍ରେଣ୍ଡିଙ୍ଗ | 11:41 AM IST Dec 2, 2019

ପାରାଦୀପର ସମୁଦ୍ର ବେଳାଭୂମିରେ ଜମୁଛି କଳିଙ୍ଗ ବାଲିଯାତ୍ରା । ତୃତୀୟ ସନ୍ଧ୍ୟାରେ ମୁଖ୍ୟ ଆକର୍ଷଣ ଥିଲା ଫୁଡ୍‌ ଷ୍ଟଲ୍‌ । ଛାଡ଼ଖାଇ ପାଇଁ ଫାଷ୍ଟଫୁଡ ଷ୍ଟଲଗୁଡ଼ିକରେ ଅସମ୍ଭାଳ ଗହଳି ଦେଖିବାକୁ ମିଳିଥିଲା । ଗୋଟିଏ ପଟେ ପଲିଶ୍ରୀ ମେଳାରେ ଘରକରଣା ଜିନିଷ କିଣାକିଣି, ଅନ୍ୟପଟେ ଭଳି କି ଭଳି ଚଟ୍‌ପଟା ଖାଦ୍ୟ ଲୋକଙ୍କୁ ଆକୃଷ୍ଟ କରିଥିଲା । ଛୋଟଠୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ବିଭିନ୍ନ ପ୍ରକାର ଦୋଳିର ମଧ୍ୟ ମଜା ଉଠାଉଥିଲେ । ହଜାର ହଜାର ଦର୍ଶକଙ୍କ ସମାଗମରେ ଜନସମୁଦ୍ର ପାଲଟିଥିଲା କଳିଙ୍ଗ ବାଲିଯାତ୍ରା ।

Anand ST Das

ତାଜା ଲାଇଭ ଟିଭି