ହୋମ୍ » ଭିଡିଓ » ଓଡ଼ିଶା

ଗୁଳିମାଡ଼ କରି ହତ୍ୟାର ସିସିଟିଭି ଫୁଟେଜ୍‌ ଦେଖନ୍ତୁ, ଅପରାଧୀ ଲଗାମଛଡ଼ା

ଓଡ଼ିଶା | 1:20 PM IST Nov 6, 2019

ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟକୁ ଦେଖିଲେ ସ୍ପଷ୍ଟ ଜଣାପଡୁଛି ପୂର୍ବ ପ୍ରସ୍ତୁତି ହୋଇ ସ୍ୱର୍ଗୀୟ ଅମିତ ଧଳର ସଂପର୍କୀୟ ଭାଇ ଅନନ୍ତ ଧଳ ଓରଫ ଭୀମା ବ୍ରଜରାଜନଗର ସହର ଭିତରେ ଥିବା ଲକ୍ଷ୍ମୀ କେଫେ ହୋଟେଲର କାଉଣ୍ଟର ନିକଟରେ ଠିଆ ହୋଇଥିବା ମଣ୍ଟୁକୁ ପ୍ରଥମେ ଧକ୍କା ଦେଇ ତା ଛାତିରେ ଗୁଳି ମାରିଥିଲା |ପରେ ମଣ୍ଟୁ ତଳେ ପଡି଼ଯିବା ପରେ ଅତି ନିକଟରୁ ତା ମୁଣ୍ଡ ଉପରେ ତିନିଟି ଗୁଳି ଚ଼ଳେଇବା ପରେ ଦବଙ୍ଗ ଷ୍ଟାଇଲରେ ବ୍ଲାଙ୍କ୍‌ ଫାଇରିଂ ଦ୍ୱାରା ଅନ୍ୟମାନଙ୍କୁ ଭୟଭୀତ କରି ହୋଟେଲରୁ ସେ ପଳାଇଥିଲା ।

Anand ST Das

ତାଜା ଲାଇଭ ଟିଭି