ହୋମ୍ » ଭିଡିଓ » ଓଡ଼ିଶା

ବାରବାଟୀରେ ଫାଇନାଲ୍‌ ଫାଇଟ୍‌ର ଦିନକ ପୂର୍ବରୁ ଜୋରଦାର ପ୍ରାକ୍ଟିସ କରିଛନ୍ତି ଉଭୟ ଦଳ

ଓଡ଼ିଶା | 1:48 PM IST Dec 21, 2019

ବାରବାଟୀରେ ପହଞ୍ଚି ଫିଲ୍‌ଡର ସ୍ଥିତି ବୁଲି ଦେଖିଥିଲେ କ୍ୟାପଟେନ୍‌ କୋହଲି । ବାରବାଟୀର ପରିବେଶ ନେଇ କୋଚ୍‌ ଓ କ୍ୟାପଟେନ୍‌ ଆଲୋଚନା କରିଥିଲେ । ପ୍ରାୟ ୨ ଘଣ୍ଟା ଧରି ଅଭ୍ୟାସ କରିଥିଲେ ଟିମ୍ ଇଣ୍ଡିଆର ଖେଳାଳି । ଅପରାହ୍ନରେ ୱେଷ୍ଟ ଇଣ୍ଡିଜର ଖେଳାଳିମାନେ ପହଞ୍ଚି ଅଭ୍ୟାସ କରିଥିଲେ । 

ତାଜା ଲାଇଭ ଟିଭି