ହୋମ୍ » ଭିଡିଓ » ଓଡ଼ିଶା

"ବାଲେଶ୍ବର ପ୍ଲାଣ୍ଟରୁ ଆମୋନିଆ ଗ୍ୟାସ୍‌ ଗନ୍ଧ ବାହାରୁଥିଲା"

ଓଡ଼ିଶା | 5:06 PM IST Nov 14, 2019

ବାଲେଶ୍ବର ଖନ୍ତାପଡ଼ା ଫାଲକନ୍ ମେରାଇନ୍ ଏକ୍ସପୋର୍ଟ୍ସ୍‌ ପ୍ଲାଣ୍ଟରେ କଥିତ ଗ୍ୟାସ୍ ଲିକ୍ ଘଟଣାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ପ୍ଲାଣ୍ଟରୁ କେମିକାଲ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛି ସାଇଣ୍ଚିଫିକ୍ ଟିମ୍ । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ କହିଛନ୍ତି ପ୍ଲାଣ୍ଟରୁ ବାହାରୁଥିଲା ଆମୋନିଆ ଗ୍ୟାସ ଗନ୍ଧ । 

Anand ST Das

ତାଜା ଲାଇଭ ଟିଭି