ହୋମ୍ » ଭିଡିଓ » ଓଡ଼ିଶା

ଏସ୍‌ସିବି ମେଡିକାଲ ପରିଦର୍ଶନରେ ୫ଟି ସଚିବ ଭିକେ ପାଣ୍ଡିଆନ, ସ୍ବାସ୍ଥ୍ୟ ସେବାର ନିରିକ୍ଷ

ଓଡ଼ିଶା | 9:15 AM IST Nov 12, 2019

୫ଟି ସଚିବ ପ୍ରଥେମ ଏସସବି ମେଡିକାଲର ଆଶୁଚିକିତ୍ସା ବିଭାଗରେ ପହଁଚି ସ୍ବାସ୍ଥ୍ୟ ସେବାର ନିରିକ୍ଷଣ କରିବା ପରେ ମାନସିକ ରୋଗ ବିଭାଗକୁ ଲାଗି କରିଥିବା ପଡି଼ଆ ଓ ଦନ୍ତ ଚିକିତ୍ସା ପ୍ରତିଷ୍ଠାନ ବୁଲି ଦେଖିଥିଲେ । ଏସସିବି ମେଡିକାଲର ଭିତ୍ତିଭୁମିର ବିକାଶ ପାଇଁ ରାଜ୍ୟସରକାର ଏକ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି ।

Anand ST Das

ତାଜା ଲାଇଭ ଟିଭି