ଓଡ଼ିଶାରେ କରୋନା ଭାଇରସର ୪ଟି ଗୃପ୍ ଅଛି; ସେଗୁଡ଼ିକ କେଉଁ ଜିନର ପରୀକ୍ଷା ହେଉଛି
ଏହି ପରୀକ୍ଷା ରିପୋର୍ଟ୍ ୨ରୁ ୩ ଦିନ ଭିତରେ ଆସିବ । ବିଶେଷ କରି ମହାରାଷ୍ଟ୍ର ଓ ତାମିଲ ନାଡୁରୁ ଆସିଛନ୍ତି ଅଧିକ ଗୃପ୍ । ସେହି ଷ୍ଟ୍ରେନଗୁଡ଼ିକ ଅନ୍ୟ ୩ଟିରୁ ଅଲଗା । ଆଜି ଠୁ କଟକ ଓ ଗଞ୍ଜାମରେ ଆଣ୍ଟିଜେନ୍ ଟେଷ୍ଟ ଆରମ୍ଭ ହୋଇଛି । ରାଜ୍ୟରେ ୫,୦୦୦ କିଟ୍ ପହଞ୍ଚିଛି । ପରେ ଆଉ ୨୦ ହଜାର ପହଞ୍ଚିବ ।