ଦେଶର ସବୁ ଠୁ ବଡ଼ ଟେଲିକମ୍ କମ୍ପାନୀ Reliance Jioର Q1 ଲାଭ ବଢ଼ି ₹୨,୫୨୦ କୋଟି ହେଲା
Reliance Jio Q1 Result: ଦେଶର ସର୍ବବୃହତ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ୨,୫୨୦ କୋଟି ଟଙ୍କାର ଲାଭ ପ୍ରାପ୍ତ କରିଛି । ମାର୍ଚ୍ଚ କ୍ୱାର୍ଟରରେ ଜିଓର ଲାଭ ଥିଲା ୨,୩୩୨ କୋଟି ଟଙ୍କା ।