ହୋମ୍ » ଭିଡିଓ

Viral Video: ମଥା ଉପରେ ଚଢ଼ିଗଲା ଟ୍ରାକ୍ଟର୍‌ର ଚକ; ହେଲମେଟ୍ ଥିଲା ବୋଲି ବଞ୍ଚିଗଲା

ଟ୍ରେଣ୍ଡିଙ୍ଗ | 11:29 PM IST Sep 15, 2021

Helmet saves man in road accident as seen in viral video | କୁନି ପିଲାଟି ବି ନିଜ ମା’ ହାତରୁ ଖସିପଡ଼ିବା ପରେ ଟ୍ରାକ୍ଟରର ଚକ ତଳକୁ ଆସିଯାଇଥାନ୍ତା, ହେଲେ ତାକୁ ମା’ ବାହାରକୁ ଟାଣି ଆଣିଥିଲେ । କିନ୍ତୁ ଟ୍ରାକ୍ଟର୍ ଡାଲାର ପଛ ଚକ ସେହି ବ୍ୟକ୍ତିଙ୍କ ମୁଣ୍ଡ ଉପରେ ଚଢ଼ି ବାହାରିଯାଇଥିଲା ।

News18 Odia

ତାଜା ଲାଇଭ ଟିଭି