ଅନଲକ୍ ୩: ରାଜ୍ୟରେ ଅଗଷ୍ଟ ୩୧ ଯାଏଁ ରାତି କର୍ଫ୍ୟୁ ଜାରି ରହିବ; ମାସ୍କ ଫାଇନ୍ ବଢ଼ିଲା
କାଲି ଠାରୁ କେନ୍ଦ୍ରର ଅନଲକ୍ ୩ ଆରମ୍ଭ, ହେଲେ ରାଜ୍ୟ ସରକାର ଉଠାଇବେକି କଟକଣା?
ରାଜ୍ୟରେ ଆହୁରି ୮ ଜଣଙ୍କ ଜୀବନ ନେଲା କରୋନା; ମୋଟ ମୃତକ ୧୭୭; ପୁଣି ୧,୪୯୯ ନୂଆ ମାମଲା
ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା; ମୋଟ ମୃତକ ୧୬୯; ପୁଣି ୧,୨୦୩ ନୂଆ ମାମଲା
ଆଜି ଠାରୁ ଦେଶରେ ଅନଲକ୍ ୩ ଆରମ୍ଭ; ୫ ତାରିଖରୁ ଖୋଲିବ ଜିମ୍ ଓ ଯୋଗ ଅନୁଷ୍ଠାନ
WATCH VIDEO: କରୋନା ରୋଗୀକୁ ଆମ୍ବୁଲାନ୍ସକୁ କେହି ଉଠାଇଲେନି, ପତ୍ନୀଙ୍କ ଆଖି ଆଗରେ ମଲେ
ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା; ମୋଟ ମୃତକ ୧୫୯; ପୁଣି ୧,୦୬୮ ନୂଆ ମାମଲା
ଭୁବନେଶ୍ୱରରେ କରୋନା: ବସ୍ତିରେ ବ୍ୟାପୁଛି ସଂକ୍ରମଣ; ହଟସ୍ପଟ ହୋଇଛି ନୟାପଲ୍ଲୀ ଅଞ୍ଚଳ
କଟକରେ କରୋନା ମୁକାବିଲା: ପୂରା ଅଞ୍ଚଳ ନୁହେଁ, ସଂକ୍ରମିତର ଘର କଣ୍ଟେନମେଣ୍ଟରେ ରହୁଛି
କରୋନା: ବୁର୍ଲା ଭିସୁଟର ଛାତ୍ରଛାତ୍ରୀମାନେ ବନେଇଲେ ରୋବୋଟିକ ସାନିଟାଇଜେସନ୍ ମେସିନ୍
କରୋନା କାବୁରେ ନାହିଁ; ୫ଟି ରାଜ୍ୟ ରେଳବାଇକୁ ଏବେ ନୂଆ ଟ୍ରେନ୍ ନ ଚଳାଇବାକୁ କହିଲେ
ରାଜ୍ୟରେ କରୋନା ନେଲା ଆଉ ୭ ଜଣଙ୍କ ଜୀବନ; ମୋଟ ମୃତକ ୧୫୪; ପୁଣି ୧,୨୧୫ ନୂଆ ମାମଲା
ଭୁବନେଶ୍ୱରରେ କରୋନା ଭାଇରସ୍: ଅଟାକଳ ପରେ ଏବେ ଆଳୁଗଦି ଚିନ୍ତା ସହରବାସୀଙ୍କୁ ଘାରିଛି
ରାଜ୍ୟରେ କରୋନା ନେଲା ଆଉ ୭ ଜଣଙ୍କ ଜୀବନ; ମୋଟ ମୃତକ ୧୪୭; ପୁଣି ୧,୫୦୩ ନୂଆ ମାମଲା
ରାଜ୍ୟରେ ସଙ୍ଗରୋଧ କେନ୍ଦ୍ର ବିଷୟରେ ଏବେ ବି ଗାଁ ଲୋକଙ୍କ ପାଖରେ ସଠିକ ସୂଚନା ନାହିଁ
ଆଦିତ୍ୟ ମୃତ୍ୟୁ ମାମଲାର ତଦନ୍ତରେ ଲାଗିଲା ବ୍ରେକ; ତଦନ୍ତକାରୀ ପୋଲିସ SI କରୋନା ପଜିଟିଭ୍
ଭୁବନେଶ୍ୱରରେ ଫଳପ୍ରଦ ହେଉଛି ହୋମ୍ ଆଇସୋଲେସନ୍ ବ୍ୟବସ୍ଥା; ସୁସ୍ଥ ହେଉଛନ୍ତି କରୋନା ରୋଗୀ
Coronavirus: ଅନଲକ୍-୩ରେ ଖୋଲିପାରେ ସିନେମା ହଲ୍; ଜିମ୍ ପାଇଁ ବି ଅନୁମତି ମିଳିପାରେ
ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା; ମୋଟ ମୃତ୍ୟୁ ୧୪୦; ନୂଆ ଆକ୍ରାନ୍ତ ୧,୩୭୬
ରାକ୍ଷୀ ପୂର୍ଣ୍ଣିମା ଆସୁଛି: କଣ୍ଟେନମେଣ୍ଟ ଜୋନକୁ ଛାଡ଼ି ଆଉ ସବୁଠି ପହଞ୍ଚିବ ରାକ୍ଷୀ
କରୋନା ଭୟ: ଗଞ୍ଜାମରେ ହସପିଟାଲରେ ପଡ଼ିରହିଲା ପୋଲିସ ASIଙ୍କ ଶବ; ପରିବାର ବି ଛୁଉଁନି
ମଧ୍ୟ ପ୍ରଦେଶ CM ଶିବରାଜ ସିଂ ଚୌହାନ କରୋନା ସଂକ୍ରମିତ ହେଲେ, ନିଜକୁ କ୍ୱାରେଣ୍ଟାଇନ କଲେ
ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା; ମୋଟ ମୃତକ ୧୩୦; ପୁଣି ୧,୩୨୦ ନୂଆ ମାମଲା
କରୋନାର ଭୟାବହତା ଓ ଅମାନିଆଙ୍କ ବେପରୁଆପଣ କଥା କହି କାନ୍ଦିପକେଇଲେ ତହସିଲଦାର କଲ୍ୟାଣୀ