ଅମିତ ଶାହା କହିଲେ ସେ ପୂରା ସୁସ୍ଥ ଅଛନ୍ତି; ଗୁଜବ ପ୍ରଚାର ପାଇଁ ୪ ଜଣଙ୍କୁ ଅଟକ ରଖାଗଲା
ରାଜ୍ୟରେ ପୁଣି ୫ କରୋନା ପଜିଟିଭି ଚିହ୍ନଟ ହେଲେ; ସମସ୍ତେ ଗଞ୍ଜାମର; ଆଜି ମୋଟ ୨୪
ରାଜ୍ୟରେ ଆହୁରି ୧୭ କରୋନା ପଜିଟିଭ୍ ଚିହ୍ନଟ ହେଲେ; ମୋଟ ଆକ୍ରାନ୍ତ ସଂଖ୍ୟା ୨୮୭ ହେଲା
ଗଞ୍ଜାମରେ ଆଉ ୨୪ କରୋନା ଆକ୍ରାନ୍ତ ଚିହ୍ନଟ; ଗୋଟିଏ ଦିନରେ ରାଜ୍ୟରେ ନୂଆ ୫୨ ସଂକ୍ରମିତ
ରାଜ୍ୟରେ ଆହୁରି ୨୬ କରୋନା ପଜିଟିଭ ଚିହ୍ନଟ ହେଲେ: ୨୫ ସୁରତ ଫେରନ୍ତା, ୧ କେରଳ ଫେରନ୍ତା
ସୁରତରୁ ପ୍ରବାସୀ ଓଡ଼ିଆମାନେ କେବଳ ଟ୍ରେନରେ ଫେରିବେ ବୋଲି ନିର୍ଦ୍ଦେଶ ଦେଲେ ନବୀନ
ଗଞ୍ଜାମରେ ଆମାନିଆ ପ୍ରବାସୀ ଓଡ଼ିଆମାନେ ହଙ୍ଗାମା କଲେ, ଭାତ ଥାଳି ଫିଙ୍ଗିଦେଲେ
ଗଞ୍ଜାମରେ କ୍ବାରେଣ୍ଟାଇନ ସେଣ୍ଟରରୁ ଚମ୍ପଟ ମାରିଲେ ୧୫୦ ସୁରତ ଫେରନ୍ତା; ୫୦ ଧରା ପଡ଼ିଲେ
କେରଳରୁ ଆସିଲା ଓଡ଼ିଆଙ୍କ ଟ୍ରେନ୍; ଆଜି କର୍ଣ୍ଣାଟକ ଓ ଗୁଜରାଟରୁ ବାହରିଛି ଆଉ ୪ ଟ୍ରେନ
ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ଦୁଇଟି ବସ୍ ଦୁର୍ଘଟଣାଗ୍ରସ୍ତ ହେବା ପରେ ବଦଳିଲା ରୁଟ୍
ଓଡ଼ିଶା ପହଞ୍ଚି କ୍ୱାରାଣ୍ଟାଇନ୍ ନିୟମ ମାନୁନାହାଁନ୍ତି କେତେକ ପ୍ରବାସୀ; ଗିରଫ ହେବେ
କରୋନା ସଂକ୍ରମଣରେ ଖୋର୍ଦ୍ଧାକୁ ଟପିଲା ଯାଜପୁର ଜିଲ୍ଲା; କେବଳ କଟିକଟାରେ ୨୧ ଆକ୍ରାନ୍ତ
ଗୁଜରାଟରେ ଫସିଥିବା ଓଡ଼ିଆଙ୍କୁ ନେଇ ୨ଟି ଟ୍ରେନ ଓ କେରଳରୁ ଆଉ ଏକ ଟ୍ରେନ ଓଡ଼ିଶା ଆସୁଛି
ଟ୍ରେନରେ ଓଡ଼ିଶା ଫେରୁଥିବା ଲୋକଙ୍କ ହାତରେ ଷ୍ଟାମ୍ପ ଲାଗିବ; କ୍ୱାରେଣ୍ଟାଇନରେ ରହିବେ
ଗୁଜରାଟର ସୁରତରୁ ଆଉ ୪ଟି ବସରେ ଗଞ୍ଜାମ ଫେରୁଛନ୍ତି ପ୍ରବାସୀ ଓଡ଼ିଆ ଶ୍ରମିକ
ଗୁଜରାଟର ସୁରତରୁ ୪ଟି ବସ୍ ଯୋଗେ ଫେରୁଛନ୍ତି ୨୫୦ ପ୍ରବାସୀ ଓଡ଼ିଆ; ସମସ୍ତେ ଗଞ୍ଜାମବାସୀ
ମହାରାଷ୍ଟ୍ର ଓ ଗୁଜୁରାଟରୁ ଓଡ଼ିଆଙ୍କୁ ଫେରାଇବାକୁ ୨ ରାଜ୍ୟର CMଙ୍କ ସହ କଥା ହେଲେ ନବୀନ
ଗୁଜରାଟ CMଙ୍କର ହୋଇପାରେ କୋଭିଡ ଟେଷ୍ଟ; ତାଙ୍କୁ ଭେଟିଥିବା କଂଗ୍ରେସ MLA ପଜିଟିଭ୍ ହେଲେ
ମୁମ୍ବାଇ ପରେ ସୁରଟରେ ପ୍ରବାସୀ ଶ୍ରମିକଙ୍କ ସ୍ଥିତି ଅଣାୟତ୍ତ; ଅନେକ ଓଡ଼ିଆ ଅଛନ୍ତି
ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୪୯ ହେଲା, ୫,୧୪୯ ଆକ୍ରାନ୍ତ; ବିଶ୍ୱରେ ୮୪,୦୦୦ ମୃତ୍ୟୁ
ଭାରତରେ କରୋନା ନେଲାଣି ୧୧୪ ଜୀବନ, ୪,୪୨୧ ଜଣ ସଂକ୍ରମିତ ଚିହ୍ନଟ; ବିଶ୍ୱରେ ୭୪,୬୦୦ ମୃତ
ଦେଶରେ କରୋନା ନେଲାଣି ୫୩ ଜୀବନ; ୨,୦୦୦ରୁ ବେଶୀ ଆକ୍ରାନ୍ତ; ବିଶ୍ୱରେ ୫୩,୦୦୦ ମୃତ
ଦେଶରେ କରୋନା ଭାଇରସ୍ କାରଣରୁ ମୃତ୍ୟୁ ସଂଖ୍ୟା ବଢ଼ି ୫୦ ହେଲା; ୧,୯୬୫ ସଂକ୍ରମିତ ହେଲେଣି
କରୋନା ନେଇଚାଲିଛି ପ୍ରାଣ: ଦେଶରେ ମୃତ୍ୟୁ ସଂଖ୍ୟା ୨୯ ହେଲା; ୧,୦୭୧ ଆକ୍ରାନ୍ତ ହେଲେଣି