
ନୂଆ ଦିଲ୍ଲୀ: କିଛି ଦିନ ପୂର୍ବରୁ ଭାରତର ତାରକା ବୋଲର ୟୁଜବେନ୍ଦ୍ର ଚହଲ କୋରିଓଗ୍ରାଫର ଧନଶ୍ରୀ ଭର୍ମାଙ୍କ ସହ ସାତ ଫେରା ନେଇଥିଲେ । ୨୨ ଡିସେମ୍ବରରେ ଚହଲ ଓ ଧନଶ୍ରୀ ଗୁରୁଗ୍ରାମର ଏକ ରିସୋର୍ଟରେ ବିବାହ କରିଥିଲେ ଓ ଏହା ପରେ ଏହି ଦମ୍ପତି ବିବାହର ଫଟୋ ସେୟାର କରି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ ଚକିତ କରାଇଥିଲେ । (ଫଟୋ କ୍ରେଡିଟ୍: ୟୁଜବେନ୍ଦ୍ର ଚହଲ ଇନଷ୍ଟାଗ୍ରାମ)

ବିବାହର ଫଟୋ ସେୟାର କରିବା ପରେ ଚାହଲ ଏବେ ତାଙ୍କର ଆଲବମ୍ ଖୋଲିଛନ୍ତି । ହଳଦୀଠାରୁ ସଙ୍ଗୀତ ସମାରୋହ ପର୍ଯ୍ୟନ୍ତ ସମସ୍ତ ଫଟୋ ସେୟାର କରିଛନ୍ତି । ଶନିବାର ଦିନ ସଙ୍ଗୀତ ସମାରୋହର ଫଟୋ ସେୟାର କରିବା ସହ ଚହଲ ଲେଖିଛନ୍ତି, "ମୋର ରାଣୀଙ୍କୁ ଭେଟନ୍ତୁ" । (ଫଟୋ କ୍ରେଡିଟ୍: ୟୁଜବେନ୍ଦ୍ର ଚହଲ ଇନଷ୍ଟାଗ୍ରାମ)<br />

ଚହଲ ଶନିବାର ଦିନ ସଙ୍ଗୀତର ଫଟୋ ସେୟାର କରିବା ସହ ଚହଲ ଲେଖିଛନ୍ତି, "ମୋର ରାଣୀଙ୍କୁ ଭେଟନ୍ତୁ" । ସଂଗୀତ କାର୍ଯ୍ୟକ୍ରମରେ ଏହି ଦମ୍ପତି ଏକ ରାଜକୀୟ ଶୈଳୀରେ ନଜର ଆସିଥିଲେ । (ଫଟୋ କ୍ରେଡିଟ୍: ୟୁଜବେନ୍ଦ୍ର ଚହଲ ଇନଷ୍ଟାଗ୍ରାମ)

ଏହାପୂର୍ବରୁ ଚହଲ ହଳଦୀ ସମାରୋହର ଏକ ଫଟୋ ସେୟାର କରିଥିଲେ । (ଫଟୋ କ୍ରେଡିଟ୍: ୟୁଜବେନ୍ଦ୍ର ଚହଲ ଇନଷ୍ଟାଗ୍ରାମ)<br />