ମୁଢି ପ୍ରସ୍ତୁତ ପାଇଁ ଆପଣଙ୍କୁ ଅଧିକ ପଦାର୍ଥର ଆବଶ୍ୟକତା ନାହିଁ କାରଣ ଏହା ମଧ୍ୟ ଅଳ୍ପ ପରିମାଣରେ ଆରମ୍ଭ ହୋଇପାରେ। ମୁଢି ତିଆରି କରିବାକୁ, ଆପଣଙ୍କୁ ଚାଉଳ କିଣିବାକୁ ପଡିବ ଓ ଆପଣଙ୍କୁ ଭଲ ଗୁଣବତ୍ତା ଚାଉଳ ନେବାକୁ ପଡିବ, ଯାହା ଦ୍ୱାରା ଆପଣଙ୍କର ମୁଢ଼ି ସ୍ୱାଦିଷ୍ଟ ହେବ। ଚାଉଳକୁ ଉଁସେଇ ଏହା ପ୍ରସ୍ତୁତ କରାଯାଏ। ସେଥିପାଇଁ ଏଥିରେ କୌଣସି ଯନ୍ତ୍ରର ଆବଶ୍ୟକତା ନାହିଁ। କେବଳ ଏତିକିରେ ଆପଣଙ୍କ ମୁଢ଼ି ପ୍ରସ୍ତୁତ ହୋଇଯିବ।