Home » photogallery » trending » YOGI ADITYANATH GETS DEATH THREAT 1AD 040521

ଯୋଗୀ ଆଦିତ୍ୟନାଥଙ୍କୁ ମୃତ୍ୟୁ ଧମକ ମିଳିଲା; କହିଲା ‘‘ଆପଣଙ୍କ ଜୀବନର ଆଉ ୪ ଦିନ ବାକି ଅଛି’’

ଧମକ ଦେଇଥିବା ବ୍ୟକ୍ତିକୁ ଚିହ୍ନଟ କରି ଗିରଫ କରିବା ପାଇଁ ଉତ୍ତର ପ୍ରଦେଶ ପୋଲିସ ଏକ ବିଶେଷ ଟିମକୁ କାମରେ ଲଗାଇଛି । ୨୦୧୭ଠାରୁ ଯୋଗୀ ଆଦିତ୍ୟନାଥଙ୍କୁ ଜେଡ୍-ପ୍ଲସ୍ ସଶସ୍ତ୍ର ସୁରକ୍ଷା କଭର୍ ଦିଆଯାଇଛି ।

  • |