Home » photogallery » trending » YEAR WOMAN DATING 19 YEAR YOUNGER BOYFRIEND REVEALS ROMANCE IS GREAT 2LPD 041021

୨୫ ବର୍ଷୀୟ ପୁଅକୁ ଡେଟ୍ କରୁଛନ୍ତି ଜଣେ ୪୪ ବର୍ଷୀୟ ମହିଳା; କହିଲେ ରୋମାଣ୍ଟିକ ଜୀବନ ହେଉଛି ସୁଖମୟ

ଆପଣ ନିଶ୍ଚିତ ଭାବରେ ଅନେକ ପୁରୁଷ ନିଜଠାରୁ ସାନ ମହିଳାଙ୍କୁ ଡେଟ୍ କରୁଥିବା ଦେଖିଥିବେ, କିନ୍ତୁ ଜର୍ମାନୀର ୪୪ ବର୍ଷୀୟ ଜଣେ ମହିଳା ହନି ନିଜ ଅପେକ୍ଷା ୧୯ ବର୍ଷ ସାନ ପୁଅଙ୍କୁ ଡେଟ୍ କରୁଛନ୍ତି, ଯାହାକୁ ନେଇ ଚର୍ଚ୍ଚା । ଯେତେବେଳେ ଏହି ଦୁଇଜଣ ଏକାଠି ବାହାରକୁ ଯାଆନ୍ତି, ସେମାନଙ୍କୁ ଅନେକ ଲୋକେ ମା' ପୁଅ ଭାବନ୍ତି ।

  • |