Home » photogallery » trending » WORLD SUICIDE PREVENTION DAY 2021 CHILDS MENTAL HEALTH CARE TIPS TO PREVENT THEM FROM DEPRESSION 2LPD 100921

World Suicide Prevention Day: ପିଲାମାନେ ହୋଇପାରନ୍ତି ଡିପ୍ରେସନର ଶିକାର; ବାପା-ମା'ଙ୍କୁ ଦେବାକୁ ପଡ଼ିବ ଧ୍ୟାନ

World Suicide Prevention Day 2021: ଅନେକ କାରଣରୁ ପିଲାମାନଙ୍କର ମାନସିକ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଏଭଳି ପରିସ୍ଥିତିରେ ତାଙ୍କ ମନରେ ଆତ୍ମହତ୍ୟା ଚିନ୍ତା (Suicidal Thought) ମଧ୍ୟ ଆସେ । ଏହି ପରି ଚିନ୍ତାଧାରକୁ ରୋକିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

  • |