ଲଣ୍ଡନର ବକିଙ୍ଗହମ୍ ପ୍ୟାଲେସ୍ ଦୁନିଆର ସବୁଠାରୁ ମହଙ୍ଗା ଘର ଭାବରେ ବେଶ୍ ଜଣାଶୁଣା। ଏହା ବ୍ରିଟିଶ ରୟାଲ ପରିବାରର ସମ୍ପତ୍ତି। ଏଥିରେ ୭୭୫ ରୁମ ଅଛି, ଯେଉଁଥିରେ ୫୨ଟି ରାଜକୀୟ ଏବଂ ଅତିଥି ଶୟନ କକ୍ଷ, ୯୨ଟି କାର୍ଯ୍ୟାଳୟ, ୭୮ ବାଥରୁମ ଏବଂ ୧୯ଟି ଷ୍ଟେଟ୍ ରୁମ୍ ଅଛି। ଏହାର ମୂଲ୍ୟ ପ୍ରାୟ ୬.୭ ବିଲିୟନ ଡଲାର ଅର୍ଥାତ୍ ୫ ଟ୍ରିଲିୟନରୁ ଅଧିକ। (Image- Twitter)