Home » photogallery » trending » WOMAN TEACHER 35 HAD SEX RELATIONS WITH BOY 15 IS BEING PROSECUTED IN UK 1AD 0911

ବିବାହିତା ଶିକ୍ଷୟତ୍ରୀ ୧୫ ବର୍ଷୀୟ ଛାତ୍ର ସହ ଶାରୀରିକ ସମ୍ପର୍କ ରଖିଲେ, କହିଲେ, ‘‘ମୁଁ ଗର୍ଭବତୀ ହେଲି’’

୩୫ ବର୍ଷ ବୟସ୍କା ଏହି ବିବାହିତ ଶିକ୍ଷୟତ୍ରୀ ନିଜର ଜଣେ ୧୫ ବର୍ଷୀୟ ଛାତ୍ର ସହ ଶାରୀରିକ ସମ୍ପର୍କ ରଖିଥିଲେ ଓ ତାକୁ ନିଜ ନଗ୍ନ ଫଟୋ ପଠାଉଥିଲେ । ଏହି ସବୁ ଅଭିଯୋଗକୁ ନେଇ ତାଙ୍କ ବିରୋଧରେ ଏବେ କୋର୍ଟରେ ମାମଲାର ଶୁଣାଣି ଚାଲିଛି ।

  • |

ସାମ୍ପ୍ରତିକ ଖବର