Home » photogallery » trending » WOMAN NAMED NADIA GHULAM DISGUISED HERSELF AS MAN AND LIVED LIFE UNDER THREAT FOR 10 YEARS 3SSD 230821

୧୦ ବର୍ଷ ଧରି ପୁଅ ବେଶରେ ତାଳିବାନଙ୍କୁ ଧୂଳି ଚଟାଉଥିଲେ ନାଦିଆ; ଏବେ ସ୍ପେନରେ ଶରଣାର୍ଥୀ

ତାଲିବାନର ଆଖିରେ ଧୂଳି ଦେଇ ନାଦିଆ ଗୁଲାମ ତାଙ୍କ ଜୀବନର ୧୦ ବର୍ଷ ବଞ୍ଚିଥିଲେ। ତାଲିବାନ କ୍ଷମତାକୁ ଆସିବା ପରେ ତାଙ୍କୁ ପଢ଼ିବାକୁ କିମ୍ବା କାମ କରିବାକୁ ଦିଆଯାଇନଥିଲା।

  • |