Home » photogallery » trending » WHY MARTINA TOLD IMRAN KHAN SHAME N U 1AD 090421

ଟେନିସ୍ ତାରକା ମାର୍ଟିନା ନାଭ୍ରାତିଲୋଭା ଏଇଥି ପାଇଁ ଇମ୍ରାନ୍‌ଙ୍କୁ କହିଲେ ‘ତୁମକୁ ଲଜ୍ଜା ଲାଗିବା ଉଚିତ’

ପାକିସ୍ତାନ ପ୍ରଧାନ ମନ୍ତ୍ରୀ ଇମ୍ରାନ ଖାନ୍ ସର୍ବଦା ନିଜ ରଙ୍ଗୀନ୍ ମହିଳା ବନ୍ଧୁ ଓ ଜୀବନଶୈଳୀ ପାଇଁ ଜଣାଶୁଣା ରହିଆସିଛନ୍ତି । ଜଣେ ଇଂରାଜୀ ମହିଳାଙ୍କ ସହ ପ୍ରେମ ସମ୍ପର୍କ ରଖିବା ପରେ ତାଙ୍କ ଠାରୁ ଜନ୍ମିତ ଝିଅକୁ ନିଜର ବୋଲି ଶେଷରେ ତାଙ୍କୁ ସ୍ୱୀକାର କରିବାକୁ ପଡ଼ିଥିଲା ।

  • |

തത്സമയ വാര്‍ത്തകള്‍