Home » photogallery » trending » WHO IS THE RICHEST PERSON OF AFGHANISTAN LIVES IN DUBAI WITH FAMILY 3SSD 260821

ଆଫଗାନିସ୍ତାନର ସବୁଠୁ ଧନୀ ବ୍ଯକ୍ତି ଦୁବାଇରେ ବିତାଉଛନ୍ତି ସୌଖୀନ ଜୀବନ; ଜାଣନ୍ତୁ ତାଙ୍କ ବାବଦରେ

ମିରୱାଜ ଅଜିଜି ନାମକ ଜଣେ ବ୍ୟକ୍ତିଙ୍କ ନାମ ଆଫଗାନିସ୍ତାନର ସବୁଠାରୁ ଧନୀ ବ୍ୟକ୍ତି ଭାବେ ଜଣାଶୁଣା। ଆଫଗାନିସ୍ତାନରେ ତାଙ୍କର ବ୍ୟବସାୟ ରିଆଲିଟିଠାରୁ ବ୍ୟାଙ୍କିଙ୍ଗ ଓ ତୈଳ ଉତ୍ପାଦ ପର୍ଯ୍ୟନ୍ତ ବିସ୍ତାର ହୋଇଛି।

  • |