ହୋମ୍ » ଫଟୋ ଗ୍ୟାଲେରୀ » ଟ୍ରେଣ୍ଡିଙ୍ଗ
1/ 4

ୟୁନିଭର୍ସାଲ୍ ଷ୍ଟୁଡିଓ ଘୋଷଣା କରିଛି ଯେ ଫାଷ୍ଟ ଓ ଫ୍ୟୁରିଅସ୍-୯ ର ରିଲିଜ୍ ତାରିଖ ଆସନ୍ତା ବର୍ଷ ମେ'କୁ ଘୁଞ୍ଚାଇ ଦିଆଯାଇଛି ।
2/ 4

ଜଷ୍ଟିନ ଲିନଙ୍କ ନିର୍ଦ୍ଦେଶିତ ତଥା ଭିନ୍ ଡିଜେଲ, ଜନ୍ ଶିନା ଓ ମିସେଲ ରୋଡ୍ରିଗେଜଙ୍କ ଅଭିନୀତ ଫାଷ୍ଟ ଓ ଫ୍ୟୁରିଅସ୍-୯ ଚଳିତ ବର୍ଷ ମେ ମାସରେ ରିଲିଜ୍ ହେବାର ଥିଲା ।