Home » photogallery » trending » WEST BENGAL ARTIST MAKES WAX STATUE OF SUSHANT SINGH RAJPUT 1AD 1809

ପଶ୍ଚିମ ବଙ୍ଗର କଳାକାର ସୁଶାନ୍ତ ସିଂଙ୍କ ମହମ ମୂର୍ତ୍ତି ତିଆରି କଲେ; ପରିବାରକୁ ଏହି ଅଫର ଦେଲେ

ଚାରି ମାସ ପୂର୍ବେ ସୁଶାନ୍ତ ସିଂ ରାଜପୁତ ଏହି ଦୁନିଆକୁ ବିଦାୟ ଦେଇଥିଲେ । ତାଙ୍କ ସ୍ମୃତିରେ ଆସାନସୋଲରେ ରହୁଥିବା ଜଣେ ଶିଳ୍ପୀ ମହମରେ ଏକ ପ୍ରତିମୂର୍ତ୍ତି ତିଆରି କରିଛନ୍ତି । ଏହା ଖୁବ୍ ଜୀବନ୍ତ ଓ ଆକର୍ଷକ ହୋଇଛି ।

  • |

തത്സമയ വാര്‍ത്തകള്‍