ଫଟୋରେ ରିୟା ଚକ୍ରବର୍ତ୍ତୀଙ୍କ ଠିକ୍ ପଛରେ ସୁଶାନ୍ତଙ୍କ ଲିଭିଂ ରୁମ୍ ଦେଖାଯାଉଛି । ସୋସିଆଲ ମିଡ଼ିଆରେ ଏହି ଦାବି କରାଯାଉଛି କାରଣ ଘରର ଏକ ଫ୍ରେମରେ ଜଣେ ମହାକାଶଚାରୀଙ୍କ ଛବି ଅଛି, ଯାହା ସୁଶାନ୍ତଙ୍କ ଲିଭିଂ ରୁମ୍ମରେ ଥିବା ସେହି ଛବି ସହ ସମାନ । ସୋସିଆଲ ମିଡ଼ିଆରେ ଏହି ଫଟୋଗୁଡ଼ିକୁ ଦେଖିବା ପରେ ଲୋକେ ପ୍ରଶ୍ନ ଉଠାଇବା ଆରମ୍ଭ କରିଛନ୍ତି ।