Home » photogallery » trending » WAS RHEA CHAKRABORTY AT SUSHANT HOUSE ON JUNE 12 1AD 0109

ରିୟା ଜୁନ୍ ୮ରେ ବ୍ରେକଅପ୍ କଲେ, ଜୁନ୍ ୧୨ରେ କେକ୍ ସହ ସେଲିବ୍ରେଟ୍ କରିଥିଲେ! ଭାଇରାଲ୍ ଫଟୋରୁ ପ୍ରଶ୍ନ ଉଠିଲା

ରିୟା ଚକ୍ରବର୍ତ୍ତୀଙ୍କ (Rhea Chakraborty) ଏହି ଫଟୋଗୁଡ଼ିକ ସୋସିଆଲ ମିଡ଼ିଆରେ (Social media) ଲଗାତର ଭାଇରାଲ ହେଉଛି । ଲୋକେ ଏହି ଫଟୋଗୁଡ଼ିକୁ ଦେଖିବା ପରେ ପୁଣି ରିୟାଙ୍କୁ ଟାର୍ଗେଟ କରୁଛନ୍ତି । ହୋଇପାରେ ଏଗୁଡ଼ିକ ପୁରୁଣା ଫଟୋ, ହେଲେ ଜୁନ୍ ୧୨ରେ ଅପଲୋଡ୍ ହୋଇଛନ୍ତି ।

  • |