XC40 Recharge ମଡେଲ୍ ନୂଆ S60 ସେଡାନ ପରେ ଭାରତରେ ଲଞ୍ଚ୍ ହେବ । ଭୋଲଭୋ XC40 Rechargeରେ ଦୁଇଟି 204 hp ଇଲେକ୍ଟ୍ରିକ୍ ମୋଟର ବ୍ୟବହାର ହେବ, ଯାହା ପ୍ରତ୍ୟେକ ଏକ୍ସେଲରେ ଲଗାଯିବ । ଏହି ମୋଟର 408 hp ଶକ୍ତି ଏବଂ 660Nm ଟର୍କ ସୃଷ୍ଟି କରେ । ଏହି SUV କାର୍ ୪.୯ ସେକେଣ୍ଡରେ ଶୂନ୍ୟରୁ ୧୦୦ କିମି ପ୍ରତି ଘଣ୍ଟା ବେଗ ଧରିଥାଏ । ଏହାର ସର୍ବୋଚ୍ଚ ବେଗ ହେଉଛି ୧୮୦ କିଲୋମିଟର ପ୍ରତି ଘଣ୍ଟା ।