Home » photogallery » trending » VOLVO TO LAUNCH ITS ALL ELECTRIC SUV XC40 RECHARGE IN INDIA NEXT YEAR 1AD 2008

ଆସନ୍ତା ବର୍ଷ ଭାରତରେ ମିଳିବ ଏହି କମାଲ୍ ଇଲେକ୍ଟ୍ରିକ୍ କାର୍, ପୂରା ଚାର୍ଜରେ ୪୦୦ କିମି ଚାଲିବ

ଭୋଲଭୋ ଭାରତରେ ଏହାର ସମ୍ପୂର୍ଣ୍ଣ ବୈଦ୍ୟୁତିକ XC40 Recharge ଇଲେକ୍ଟ୍ରିକ୍ SUV ଲଞ୍ଚ କରିବ ବୋଲି ଘୋଷଣା କରିଛି । କମ୍ପାନୀ ଏହାକୁ ୨୦୨୧ରେ ଭାରତରେ ଲଞ୍ଚ କରିବ । ଏହା ଭୋଲଭୋର ପ୍ରଥମ ପୂରା ଇଲେକ୍ଟ୍ରିକ୍ କାର ହେବ ।

  • |