ଅଧା କପ୍ ରନ୍ଧା ହୋଇଥିବା ପାଳଙ୍ଗ କଞ୍ଚା ପାଳଙ୍ଗ ଠାରୁ ପ୍ରାୟ ୩ ଗୁଣ ଅଧିକ ଭିଟାମିନ୍ କେ ଧାରଣ କରିଥାଏ, ଯଥା ୪୪୪ ଏମସିଜି। ଏହା ମଧ୍ୟ ମ୍ୟାଗ୍ନେସିୟମ୍, ଫୋଲେଟ୍ ଓ ଆଇରନର ଏକ ସମୃଦ୍ଧ ଉତ୍ସ।
(Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ସୂଚନା ଉପରେ ଆଧାରିତ। ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ଡାକ୍ତରୀ ପରାମର୍ଶ ନିଅନ୍ତୁ। ନ୍ୟୁଜ୧୮ ଓଡ଼ିଆ ଏହା ନିଶ୍ଚିତ କରେ ନାହିଁ।)