Home » photogallery » trending » VITAMIN K RICH FOODS DEFICIENCY SPINACH BROCCOLI CABBAGE GREEN BEANS KALE HEART ATTACK CANCER BLEEDING 2LPD 120922

ଭିଟାମିନ କେ ଅଭାବରେ ହୋଇପାରେ Heart Disease; ଡାଏଟରେ ସାମିଲ କରନ୍ତୁ ଏହି ପରିବା

Vitamin K Based Vegetables: ରକ୍ତ ଜମାଟ ବାନ୍ଧିବାକୁ ରୋକିବା ଓ ଆପଣଙ୍କ ହୃଦୟ ଓ ହାଡକୁ ସୁସ୍ଥ ରଖିବା ପାଇଁ ମାନବ ଶରୀରକୁ ଭିଟାମିନ୍ କେ ଆବଶ୍ୟକ। ଯଦି ଏହି ଭିଟାମିନର ଅଭାବ ଥାଏ, ତେବେ ରକ୍ତସ୍ରାବ ହେବାର ଆଶଙ୍କା ରହିଥାଏ। ଏହି ସମୟରେ ଖଣିଜ ହାଡର ଘନତା ମଧ୍ୟ ହ୍ରାସ ହୋଇପାରେ। ତେବେ ସବୁଠାରୁ ବଡ଼ ବିପଦ ହୃଦଘାତ ଓ କର୍କଟ ରୋଗ ସହିତ ଜଡିତ। ଏହି ସମସ୍ୟାକୁ ରୋକିବା ପାଇଁ ମହିଳାମାନଙ୍କ ପାଇଁ ୯୦ ମାଇକ୍ରୋଗ୍ରାମ୍ (mcg) ଓ ପୁରୁଷମାନଙ୍କ ପାଇଁ ୧୨୦ mcg ଖାଇବା ପାଇଁ ପରାମର୍ଶ ଦିଆଯାଇଛି। ଆସନ୍ତୁ ଜାଣିବା ଏମିତି କେଉଁ ଖାଦ୍ୟ ଅଛି ଯେଉଁଥିରେ ଅନେକ ଭିଟାମିନ୍ କେ ମିଳିଥାଏ।

  • |