ଟିମ୍ ଇଣ୍ଡିଆ ଓ ଆଇପିଏଲ୍ ଫ୍ରାଞ୍ଚାଇଜ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲି (Virat Kohli) ଏକ ବଡ଼ ସ୍ଥାନ ହାସଲ କରିଛନ୍ତି । ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ କୋହଲି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ସବୁ ଠାରୁ ଅଧିକ ଫଲୋଅର୍ସ ଥିବା ପ୍ରଥମ ଭାରତୀୟ ହୋଇଛନ୍ତି ।