Home » photogallery » trending » VEGETABLES AND MEATS WHICH CONTAIN TAPEWORM CAN BE ENTER IN BODY AND BECOME DANGEROUS 2LPD 200122

ଏହି ସବୁ ପରିବା ଓ ମାଛ, ମାଂସ ରାନ୍ଧିକି ଖାଇବା ଉଚିତ୍; ନଚେତ୍ ଶରୀରରେ ସୃଷ୍ଟି ହେବ ସମସ୍ୟା

ଭୂମିରେ ଏପରି ଅନେକ ପନିପରିବା ବଢୁଛି, ଯେଉଁଥିରେ ଟେପୱର୍ମ (ଏକ ପ୍ରକାରର ପୋକ) ପହଞ୍ଚିପାରେ। ବିଭିନ୍ନ ପ୍ରକାରର ଟେପୱର୍ମ ଅଛନ୍ତି । ଯାହା ଶରୀରରେ ପହଞ୍ଚିବା ଦ୍ୱାରା ଏହା ପେଟରୁ ଅନ୍ତନଳୀ ଓ ମସ୍ତିଷ୍କ ପର୍ଯ୍ୟନ୍ତ ସ୍ଥାନ ସୃଷ୍ଟି କରିପାରେ। ବିଭିନ୍ନ ପ୍ରକାରର ରୋଗ ସୃଷ୍ଟି କରିପାରେ।

  • |

തത്സമയ വാര്‍ത്തകള്‍