Home » photogallery » trending » VASTU TIPS FOR HAPPINESS AND PEACE AS PER VASTU SHASTRA 3SSD 03012022

ଘରର ଏହି ଜାଗାକୁ କେବେ ରଖନ୍ତୁନି ଅନ୍ଧାର; ନଚେତ ନଷ୍ଟ ହୋଇଯିବ ସୁଖ ଶାନ୍ତି

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଡାଇନିଂ ଟେବୁଲକୁ ପୂର୍ବ ଦିଗରେ ରଖିବା ଭଲ। ଏହା ହଜମ ସମସ୍ୟାକୁ ଦୂର କରିଥାଏ। ଅନ୍ୟପକ୍ଷରେ, ପୂର୍ବ ଦିଗରେ ରୋଷେଇ ଘର ନିର୍ମାଣକୁ ଏଡ଼ାଇବା ଉଚିତ୍।

  • |