Home » photogallery » trending » URVASHI SHARED HIS MOBILE NUMBER CREATED A RUCKUS ON THE INTERNET 2JDB 2111

ଉର୍ବଶୀ ସେୟାର କଲେ ନିଜ ମୋବାଇଲ୍ ନମ୍ବର; ଇଣ୍ଟରନେଟରେ ସୃଷ୍ଟି ହେଲା ହଙ୍ଗାମା

ଅଭିନେତ୍ରୀ ଉର୍ବଶୀ ରାଉତେଲା (Urvashi Rautela) ନିଜ ମୋବାଇଲ୍ ନମ୍ବର ସୋସିଆଲ ମିଡିଆ (Social Media) ଆକାଉଣ୍ଟରେ ସେୟାର କରିଦେଇଛନ୍ତି । ଏହାକୁ ସେୟାର କରିବା ପରେ ଇଣ୍ଟରନେଟରେ ଏକ ବଡ଼ ଧରଣର ହଙ୍ଗମା ସୃଷ୍ଟି ହୋଇଛି ।

  • |