Home » photogallery » trending » TODAY WORLD CELEBRATE WORLD WATER DAY

World Water Day: ଆଜି ବିଶ୍ୱ ଜଳ ଦିବସ; ସରିବା ଆଗରୁ କରନ୍ତୁ ସଞ୍ଚୟ

World Water Day: ଆଜି ହେଉଛି ବିଶ୍ୱ ଜଳ ଦିବସ ପ୍ରତିବର୍ଷ ୨୨ ମାର୍ଚ୍ଚରେ ବିଶ୍ୱ ସାରା ପାଳିତ ହୋଇଥାଏ ଏହି ଦିନ। ପ୍ରଥମ ଥର ୧୯୯୨ ମସିହାରେ ବ୍ରାଜିଲ ସ୍ଥିତ ରିଓଡି ଜେନିରୋଠାରେ ମିଳିତ ଜାତିସଂଘ ଦ୍ବାରା ଆୟୋଜିତ “ପର୍ଯ୍ୟାବରଣ ଓ ବିକାଶ ସମ୍ମିଳନୀ” କାର୍ଯ୍ୟକ୍ରମରେ ବିଶ୍ୱ ଜଳ ଦିବସ ପାଳନ କରାଯିବା ନିଷ୍ପତ୍ତି ନିଆଯାଇଥିଲା।

  • |

ସାମ୍ପ୍ରତିକ ଖବର