ନିର୍ଦ୍ଧାରିତ ବେଗଠୁ ଅଧିକ ହେଲେ ସାଙ୍ଗେ ସାଙ୍ଗେ ଚାଲାଣ କଟିବ। ସ୍ଥାନେ ସ୍ଥାନେ ଟ୍ୟାକ୍ସ ଦେବାକୁ ପଡିବନି। ଆପଣ ଯେତେବାଟ ଯାତ୍ରା କରିବେ ସେତିକିର ଟ୍ୟାକ୍ସ ଦେବାକୁ ପଡିବ। ପ୍ରତୀ ୫୦କିମିରେ ଏଣ୍ଟ୍ରି ଓ ଏକଜିଟ ଗେଟ ରହିଛି। ଗେଟ ପାଖରେ ଟୋଲ ଗେଟ ରହିଛି। ଏଣ୍ଟ୍ରି ଓ ଏକଜିଟ ହିସାବରେ ଆପଣଙ୍କର ଟୋଲ କଟିବ। ଫାଷ୍ଟ ଟ୍ୟାଗ ଦ୍ୱାରା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପଇସା କଟିବ।