Home » photogallery » trending » TIGER SHROFF SISTER KRISHNA SHROFF OPENS UP ABOUT BREAKUP WITH LOVER 1AD 2312

ଟାଇଗର୍ ଶ୍ରଫଙ୍କ ଭଉଣୀ କୃଷ୍ଣା ଶ୍ରଫ ନିଜ ପ୍ରେମିକ ସହ ସମ୍ପର୍କ ଭାଙ୍ଗିଲେ; ଏବେ ନିଜ ମୁହଁ ଖୋଲିଲେ

ଏ ପର୍ଯ୍ୟନ୍ତ ବଲିଉଡ ଫିଲ୍ମରେ ପାଦ ଦେଇ ନ ଥିଲେ ବି ଟାଇଗର ଶ୍ରଫଙ୍କ (Tiger Shroff) ସୁନ୍ଦରୀ ଭଉଣୀ କୃଷ୍ଣା ଶ୍ରଫଙ୍କ (Krishna Shroff) ପ୍ରଶଂସକ ସଂଖ୍ୟା କୌଣସି ସୁପରଷ୍ଟାରଙ୍କ ଠାରୁ କମ୍ ନୁହେଁ । ସେ ପ୍ରଥମ ଥର ନିଜ ପ୍ରେମିକଙ୍କ ସହ ସମ୍ପର୍କ ଭାଙ୍ଗିବା ବିଷୟରେ ଖୋଲି କହିଛନ୍ତି ।

  • |