ଭେଟେରାନ ଅଭିନେତା ଜ୍ୟାକି ଶ୍ରଫଙ୍କ (Jackie Shrioff) ପୁଅ ଟାଇଗର ଶ୍ରଫ (Tiger Shroff) ବଲିଉଡରେ ଏଣ୍ଟ୍ରି ନେଇଛନ୍ତି, କିନ୍ତୁ ତାଙ୍କ ଝିଅ କୃଷ୍ଣା ଶ୍ରଫ (Krishna Shroff) ଏବେ ବି କ୍ୟାମେରା ଠାରୁ ଦୂରତା ରଖିଛନ୍ତି । କିନ୍ତୁ କୃଷ୍ଣାଙ୍କ ପ୍ରଶଂସକ ସଂଖ୍ୟା ଜଣେ ସୁପରଷ୍ଟାରଙ୍କ ଠାରୁ କମ୍ ନୁହେଁ । ସେ ସୋସିଆଲ ମିଡ଼ିଆରେ ମଧ୍ୟ ବହୁତ ପ୍ରସିଦ୍ଧ । (ଫଟୋ : @kishushroff/Instagram)