Home » photogallery » trending » THIS IS MITHUN CHAKRABORTY DAUGHTER DISHANI CHAKRABORTY SET TO ENTER BOLLYWOOD 2705

ଇଏ ମିଥୁନ୍ ଚକ୍ରବର୍ତ୍ତୀଙ୍କ ଝିଅ ଦିଶାନି; ବଲିଉଡ ସିନେମାରେ ଅଭିନୟ ପାଇଁ ସେ ପ୍ରସ୍ତୁତ

Dishani Chakraborty photos: ମିଥୁନ ଚକ୍ରବର୍ତ୍ତୀଙ୍କ ଝିଅ ଦିଶାନି ଚକ୍ରବର୍ତ୍ତୀ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଚମତ୍କାର ଫଟୋ ଯୋଗୁଁ ଦିଶାନି ସମସ୍ତଙ୍କ ଧ୍ୟାନ ଆକୃଷ୍ଟ କରିଛନ୍ତି ।

  • |
)}