VIRAL PICS: ନିଜର ଏହି ଫଟୋ ଦ୍ୱାରା ଇଣ୍ଟରନେଟରେ ହଇଚଇ ସୃଷ୍ଟି କରୁଛନ୍ତି ମଲାଇକା ଆରୋରା
ମଲାଇକା ଆରୋରା (Malaika Arora) ନୂଆ ବର୍ଷ ପାଳନ କରିବାକୁ ଗୋଆ ଯାଇଛନ୍ତି । ମଲାଇକା ଗୋଆରୁ ଥାଇ ଲଗାତାର ନିଜର ଫଟୋ ସେୟାର କରିବାରେ ଲାଗିଛନ୍ତି । ଯାହା ଆଜିକାଲି ସୋସିଆଲ ମିଡ଼ିଆରେ ଜୋରଦାର ଭାଇରଲ ହେବାରେ ଲାଗିଛି ।

ନୂଆ ଦିଲ୍ଲୀ: ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ନୂଆ ବର୍ଷ ପାଳନ କରିବାକୁ ଗୋଆ ଯାଇଛନ୍ତି । ଯେଉଁଠାରେ ସେ ଅର୍ଜୁନ କପୁରଙ୍କ ସହ ମଧ୍ୟ ଅଛନ୍ତି । ମଲାଇକା ଗୋଆରୁ ଥାଇ ଲଗାତାର ନିଜର ଫଟୋ ସେୟାର କରିବାରେ ଲାଗିଛନ୍ତି । ଯାହା ଆଜିକଲି ସୋସିଆଲ ମିଡ଼ିଆରେ ଜୋରଦାର ଭାଇରଲ ହେବାରେ ଲାଗିଛି । (ଫଟୋ ସୌଜନ୍ୟ: Instagram @malaikaaroraofficial)

ମଲାଇକା ଆରୋରା ନିଜ ଫଟୋ ଯୋଗୁଁ ଆଜିକାଲି ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି । ନିଜ ବୋଲ୍ଡ ଫଟୋ ଯୋଗୁଁ ମଲାଇକା ସବୁବେଳେ ହେଡଲାଇନରେ ରହିଥାନ୍ତି । ଏହି କ୍ରମରେ ମଲାଇକା ପୁଣିଥରେ ନିଜର ଇନଷ୍ଟାଗ୍ରାମରେ ନିଜର କିଛି ଲାଟେଷ୍ଟ ଫଟୋ ସେୟାର କରିଛନ୍ତି । ଯାହା ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ସେ ସୁଇମିଂ ପୁଲରେ ଏକ ବୋଲ୍ଡ ଷ୍ଟାଇଲରେ ନଜର ଆସିଛନ୍ତି । (ଫଟୋ ସୌଜନ୍ୟ: Instagram @malaikaaroraofficial)<br />

ମଲାଇକାଙ୍କର ପ୍ରଶଂସକମାନେ ତାଙ୍କର ଏହି ଫଟୋକୁ ବହୁତ ପସନ୍ଦ କରୁଛନ୍ତି । ମଲାଇକାର ଏହି ଫଟୋ ଗୁଡ଼ିକ ଉପରେ ତାଙ୍କ ପ୍ରଶଂସକମାନେ ମଧ୍ୟ କମେଣ୍ଟ ଦେଇ ତାଙ୍କର ସୌନ୍ଦର୍ଯ୍ୟକୁ ପ୍ରଶଂସା କରୁଛନ୍ତି । (ଫଟୋ ସୌଜନ୍ୟ: Instagram @malaikaaroraofficial)<br />

ଇନଷ୍ଟାଗ୍ରାମରେ ଏକ କୋଟିରୁ ଅଧିକ ଲୋକ ମଲାଇକା ଆରୋରାଙ୍କୁ ଫଲୋ କରିଥାନ୍ତି । ଏହି କାରଣରୁ ସେ ଫଟୋ ଗୁଡ଼ିକୁ ସେୟାର କରିବା ମାତ୍ରେ ହିଁ ତାହା ଇଣ୍ଟରନେଟରେ ଭାଇରାଲ ହେବା ଆରମ୍ଭ କରେ । (ଫଟୋ ସୌଜନ୍ୟ: Instagram @malaikaaroraofficial)<br />