Home » photogallery » trending » THE WORLD S ONLY AIRPORT DEDICATED TO THE HINDU DEITY BUT NOT IN INDIA 2JDB 2202 JDB

ବିଶ୍ୱର ଏକମାତ୍ର ଏୟାରପୋର୍ଟ ଯାହା ହିନ୍ଦୁ ଦେବତାଙ୍କୁ ସମର୍ପିତ କିନ୍ତୁ ଏହା ଭାରତରେ ନୁହେଁ

ଉତ୍ତର ପ୍ରଦେଶର ଯୋଗୀ ସରକାର ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ଏୟାରପୋର୍ଟର ନାମ ପ୍ରଭୁ ଶ୍ରୀରାମଙ୍କ ନାମରେ ରଖିବାକୁ ଘୋଷଣା କରିଛନ୍ତି । ବର୍ତ୍ତମାନ ସୁଦ୍ଧା, ଭାରତରେ ଏପରି କୌଣସି ବିମାନବନ୍ଦର ନାହିଁ ଯାହା ଏକ ହିନ୍ଦୁ ଦେବତାଙ୍କ ନାମରେ ନାମିତ କରାଯାଇଛି । କିନ୍ତୁ ଦୁନିଆରେ ନିଶ୍ଚିତ ଭାବରେ ଏକ ଏୟାରପୋର୍ଟ ଅଛି ଯାହା କେବଳ ହିନ୍ଦୁ ଦେବତାଙ୍କୁ ଉତ୍ସର୍ଗୀକୃତ ନୁହେଁ ବରଂ ସେମାନଙ୍କର ଅନେକ ପ୍ରତିମା ମଧ୍ୟ ରହିଛି ।

  • |