Home » photogallery » trending » SWARNAREKHA ONLY RIVER OF THE COUNTRY WHERE GOLD FLOWS WITH WATER HAS BEEN THE SOURCE OF INCOME FOR MANY YEARS 3SSD 21022022

ଦେଶର ଏକମାତ୍ର ନଦୀ ଯେଉଁଠାରେ ଜଳ ସହ ସୁନା ପ୍ରବାହିତ ହେଉଛି; ଦୀର୍ଘ ବର୍ଷ ଧରି ଆୟର ଉତ୍ସ ସାଜିଛି

ଆମେ ଝାଡ଼ଖଣ୍ଡରେ ପ୍ରବାହିତ ସୁବର୍ଣ୍ଣ ରେଖା ନଦୀ ବିଷୟରେ କହୁଛୁ । ଝାଡ଼ଖଣ୍ଡରେ ଏପରି କିଛି ସ୍ଥାନ ଅଛି, ଯେଉଁଠାରେ ସ୍ଥାନୀୟ ଆଦିବାସୀମାନେ ସକାଳେ ଏହି ନଦୀକୁ ଯାଇ ଦିନସାରା ବାଲି ଛାଣିବା ପରେ ସୁନା ଖଣ୍ଡ ସଂଗ୍ରହ କରନ୍ତି।

  • |