Home » photogallery » trending » SUSHANT SINGH RAJPUT DEATH RHEA CHAKRABORTY TROLLED ON SOCIAL MEDIA 1AD 0108

ସୁଶାନ୍ତଙ୍କ ମୃତ୍ୟୁ: ସୋସିଆଲ୍ ମିଡ଼ିଆରେ ଟାର୍ଗେଟ୍ ହେଉଛନ୍ତି ରିୟା; କମେଣ୍ଟ ସେକ୍ସନ ବନ୍ଦ କଲେ

ସୁଶାନ୍ତ ସିଂ ରାଜପୁତଙ୍କ ବାପା FIRରେ ଅଭିଯୋଗ କରିଛନ୍ତି ଯେ ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କୁ ମାନସିକ ନିର୍ଯାତନା ଦେଉଥିଲେ ଓ ତାଙ୍କ ଠାରୁ ଟଙ୍କା ହଡ଼ପ କରିନେଇଥିଲେ । ଲୋକେ ରିୟାଙ୍କ ଗିରଫ ଓ ସିବିଆଇ ତଦନ୍ତ ଦାବି କରୁଛନ୍ତି ।

  • |