କଂଗ୍ରେସ ପାର୍ଟିର ସାଂସଦ ସୁପ୍ରିୟା ସୁଲେ (NCP MP Supriya Sule) ରବିବାର ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଥିଲେ। ଯେଉଁଥିରୁ ସେ ଅଳ୍ପକେ ଭର୍ତ୍ତି ଯାଇଥିଲେ। ପୁଣେରେ ଏକ ଇଭେଣ୍ଟ ସମୟରେ ସୁପ୍ରିୟା ସୁଲେଙ୍କ ଶାଢ଼ୀ ନିଆଁ ଲାଗିଯାଇଥିଲା। ସୁଲେ ଏକ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ ଯେଉଁଠାରେ ସେ ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତିକୁ ସଜାଉଥିଲେ। ଯେଉଁଠାରେ ଘଟିଥିଲା ତାଙ୍କ ସହ ଏହି ଅଘଟଣ।