ଚଳଚ୍ଚିତ୍ର ତାରକାମାନେ ପଶୁମାନଙ୍କ ସୁରକ୍ଷା ଓ ଅଧିକାର ପାଇଁ PETA କରୁଥିବା କାମ ବିଷୟରେ ଜାଣିବା ପରେ ତାକୁ ବିଭିନ୍ନ ସମ୍ଭାବ୍ୟ ଉପାୟରେ ପ୍ରୋତ୍ସାହିତ କରିଛନ୍ତି । ଆଲିଆ ଭଟ୍ଟଙ୍କ ଠାରୁ ଆରମ୍ଭ କରି ଅନୁଷ୍କା ଶର୍ମା ପର୍ଯ୍ୟନ୍ତ ସେଲିବ୍ରିଟିମାନେ ନିଜ ଗୃହପାଳିତ ପଶୁଙ୍କ ପ୍ରତି ତ ପ୍ରେମ ଦେଖାନ୍ତି । କିନ୍ତୁ ଯେତେବେଳେ ସମଗ୍ର ବିଶ୍ୱରେ ପଶୁ ଅଧିକାର କଥା ଆସେ, ଏହି ତାରକାମାନେ PETAର ସମର୍ଥନରେ ଖୁବ୍ ପ୍ରଚାର କରନ୍ତି ।