ଦକ୍ଷିଣର ସୁପର୍ଷ୍ଟାର୍ ବେଦିକା କୁମାରଙ୍କ ଫଟୋସୁଟ୍ ଭାଇରାଲ୍ ହେଲା! ଇଣ୍ଟରନେଟରେ ଲଗାଇଲା ନିଆଁ
Happy Birthday Vedika: ଦକ୍ଷିଣ ଫିଲ୍ମ ଜଗତର ସୁପରଷ୍ଟାର୍ ବେଦିକା ନିଜ ସଦ୍ୟ ଫଟୋସୁଟ୍ ଯୋଗୁଁ ଚର୍ଚ୍ଚାରେ ଅଛନ୍ତି । ନିଜ ସୌନ୍ଦର୍ଯ୍ୟ ଓ ଫ୍ୟାଶନ୍ ଶୈଳୀ ଯୋଗୁଁ ସେ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟରେ ରାଜୁତି କରିଆସୁଛନ୍ତି ।

ଦକ୍ଷିଣର ସୁପରଷ୍ଟାର ବେଦିକା କୁମାର (Vedika Kumar) ଏବେ ନିଜ ସଦ୍ୟ ଫଟୋସୁଟ୍ ଯୋଗୁଁ ଚର୍ଚ୍ଚାରେ ଅଛନ୍ତି । ତାଙ୍କ ଫଟୋଗୁଡ଼ିକ ଇଣ୍ଟରନେଟରେ ନିଆଁ ଲଗାଉଛି!

ଏହି ସଦ୍ୟତମ ଫଟୋସୁଟରେ ବେଦିକା ଖୁବ୍ ସୁନ୍ଦର ଦେଖାଯାଉଛନ୍ତି । ଫଟୋଗୁଡ଼ିକ ତାଙ୍କ ପ୍ରଶଂସକମାନଙ୍କ ହୃଦସ୍ପନ୍ଦନକୁ ବଢ଼ାଇ ଦେଇଛି ।

ଏକ ଗୋଲାପୀ ସ୍ୱିମ୍ ସୁ଼୍ଟ୍ ପିନ୍ଧି ବେଦିକା ଉଠାଇଥିବା ଏହି ଗରମାଗରମ୍ ଫଟୋକୁ ତାଙ୍କ ପ୍ରଶଂସକମାନେ ଭୀଷଣ ଲାଇକ୍ କରିଛନ୍ତି ଓ ମନ୍ତବ୍ୟ ଦେଉଛନ୍ତି ।

ପାରମ୍ପରିକ ବେଶଭୁଷାରେ ବି ବେଦିକାଙ୍କ ସୌନ୍ଦର୍ଯ୍ୟ ଝଲକୁଥାଏ । ଏହି ନୀଳ ଶାଢ଼ୀରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି ।

୨୦୧୩ର ତାମିଲ ଚଳଚ୍ଚିତ୍ର ‘ପରଦେଶୀ’ରେ ବେଦିକାଙ୍କ କାମ ଲୋକଙ୍କୁ ଖୁବ୍ ଭଲ ଲାଗିଥିଲା । ସେ ଏହି ଚଳଚ୍ଚିତ୍ରରେ ଅଙ୍ଗମା ଭୂମିକା କରିଥିଲେ ।

ବେଦିକାଙ୍କ ଫିଲ୍ମ ‘ଶିବଲିଙ୍ଗା’ କନ୍ନଡ଼ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ସବୁ ଠାରୁ ବଡ ହିଟ୍ ଫିଲ୍ମଙ୍କ ମଧ୍ୟରୁ ଗୋଟିଏ ।

ବେଦିକା ଅନେକ ବିଜ୍ଞାପନ ଫିଲ୍ମରେ ବି କାମ କରିଛନ୍ତି । ତାଙ୍କର ସନଫେଷ୍ଟ୍ ମିଠା-ଲୁଣିଆ ବିସ୍କୁଟ ବିଜ୍ଞାପନକୁ (Sunfeast Sweet Salty Biscuits) ଲୋକେ ବହୁତ ପସନ୍ଦ କରିଥିଲେ ।

ବେଦିକାଙ୍କୁ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ସୁନ୍ଦରୀ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ ।