Home » photogallery » trending » SONU SOOS SURPRISED HIS FAN BY VISITING A FAST FOOD CENTRE IN HYDERABAD 2JDB 2612

ସୋନୁ ସୁଦ ଏକ ଫାଷ୍ଟଫୁଡ ସେଣ୍ଟର ଭିଜିଟ କରି ନିଜ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ ଚକିତ କରାଇଲେ; ଦେଖନ୍ତୁ ଫଟୋ

ସୋସିଆଲ ମିଡିଆ ମାଧ୍ୟମରେ ନିଜ ପ୍ରଶଂସକ ବିଷୟରେ ଜାଣି ସୋନୁ ସୁଦ ଏଠାରେ ପହଞ୍ଚିଥିଲେ । ସେ ଫାଷ୍ଟଫୁଡ ସେଣ୍ଟରକୁ ଆସି ଅନିଲ କୁମାରଙ୍କୁ ଆଶ୍ଚର୍ଯ୍ୟ କରାଇଦେଇଥିଲେ । ସୋନୁ ସୁଦ ଅନିଲଙ୍କ ଦ୍ୱାରା ପ୍ରସ୍ତୁତ ଭଜା ଚାଉଳର ସ୍ବାଦ ଚାଖିଥିଲେ ଓ ତାଙ୍କର ଏହି ଉଦ୍ୟମକୁ ପ୍ରଶଂସା କରିଥିଲେ ।

  • |